କୋଭିସିଲ୍ଡକୁ ସ୍ବୀକୃତି ଦେଲା ବ୍ରିଟେନ୍‌: କୋୱିନ୍‌ ସାର୍ଟିଫିକେଟ୍‌ ନେଇ ନିଷ୍ପତ୍ତି ଆଜି

ନୂଆଦିଲ୍ଲୀ: ଭାରତଠାରୁ କଡ଼ା ଚେତାବନୀ ପାଇବାପରେ ବ୍ରିଟେନ୍‌ କୋଭିସିଲ୍ଡ ଟିକାକୁ ସ୍ବୀକୃତି ଦେଇଛି। ବ୍ରିଟେନ୍‌ର ସ୍ବୀକୃତିପ୍ରାପ୍ତ ଟିକା ତାଲିକାରେ କୋଭିସିଲ୍ଡ ରହିଛି। ଏହାସତ୍ତ୍ୱେ ବି ୨ଟି ଡୋଜ୍‌ କୋଭିସିଲ୍ଡ ଟିକା ନେଇଥିବା ଭାରତୀୟ ବ୍ରିଟେନରେ ପହଞ୍ଚିବାପରେ କ୍ବାରାଣ୍ଟିନ୍‌ରେ ରହିବେ। ବ୍ରିଟେନ୍ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାବଳି ଅନୁଯାୟୀ ବ୍ରିଟେନ୍‌ର କୋଭିସିଲ୍ଡ ଟିକାକୁ ନେଇ କୌଣସି ସମସ୍ୟା ନାହିଁ କିନ୍ତୁ ଭାରତ ଦ୍ବାରା ଦିଆଯାଉଥିବା ଟିକା ସାର୍ଟିଫିକେଟ୍‌କୁ ନେଇ … Continue reading କୋଭିସିଲ୍ଡକୁ ସ୍ବୀକୃତି ଦେଲା ବ୍ରିଟେନ୍‌: କୋୱିନ୍‌ ସାର୍ଟିଫିକେଟ୍‌ ନେଇ ନିଷ୍ପତ୍ତି ଆଜି